Skip to main content

Recent Post

EDUCATIONAL TECHNOLOGY

  EDUCATIONAL TECHNOLOGY 1 UNIT From the ancient abacus to handheld calculators, from slide projectors and classroom film strips to virtual reality and next-generation e-learning, educational technology continues to evolve in exciting new ways inspiring teachers and students alike. Technology is continually changing the way we work and play, create and communicate. So it's only natural that advancements in digital technology are also creating game-changing opportunities in the world of education. For teachers, technology is opening up new possibilities to enrich and stimulate young minds. Today, there is growing excitement around the potential for assistive technology, virtual and augmented reality, high-tech collaboration tools, gamification, podcasting, blogging, 3D printing, artificial intelligence, personalized learning and much more. Educational technology is a systematic and organized process of applying modern technology to improve the quality of education (efficie...

ସୁଭଦ୍ରା ଯୋଜନା ପାଇଁ ଅଭିଯୋଗ ପାତ୍ର, Subhadra yojana pain abhijoga patra, application form rejected subhadra yojana

ସୁଭଦ୍ରା ଯୋଜନା ପାଇଁ ଅଭିଯୋଗ ପାତ୍ର

SUBHADRA YOJANA


ମାନନୀୟା,

                ଶ୍ରୀମତୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହୋଦୟା,

                ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାର

                (ମହୋଦୟ ................................ ସମୀପେଷୁ)

 ବିଷୟ :- ( ପାଞ୍ଚ ଏକରରୁ ଅଧିକ ଜଳ ସେଚିତ ଜମିଥିବା ଦର୍ଶାଇ ସୁଭଦ୍ରା ଯୋଜନାରୁ ପ୍ରତ୍ୟାଖାନ କରାଯାଇଥିବା ସମ୍ବନ୍ଧେ)

ମହାଶୟା,

    ନିବେଦନର କାରଣ ଏମନ୍ତ କି ଯେ, ମୁଁ କୁମାରୀ ସୁନୀତି ପୋଢ଼, ଗ୍ରାମ- ସିଲାଟିମୁଣ୍ଡା, ଗ୍ରାମ ପଂଚାୟତ- ସରଗଜ, ବ୍ଲକ- ତରଭା ଏବଂ ଜିଲ୍ଲା - ସୁବର୍ଣ୍ଣପୁର ମୋର ସୁଭଦ୍ରା ପଞ୍ଜିକରଣ ନମ୍ବର SU ******** ଅଟେ ମୁଁ ସୁଭଦ୍ରା ଯୋଜନା ର ସମସ୍ତ ଯୋଗ୍ୟ ମାନଦଣ୍ଡ ପୂରଣ କରିବା ସତ୍ତ୍ୱେ ରାଜ୍ୟ ସରକାର ମୋର ଆବେଦନକୁ ପାଞ୍ଚ ଏକରରୁ ଅଧିକ ଜମି ଥିବା ଦର୍ଶାଇ ମୋତେ ଏହି ଯୋଜନାରୁ ବାଦ କରିଛନ୍ତି ଯାହାକି ଏହା ଏକ ଗରିବ ମହିଳା ପ୍ରତି ଅନ୍ୟାୟ ସାବ୍ୟସ୍ତ ହେଉଛି | ପ୍ରକୃତରେ ମୋର କୌଣସି ଜମି ହିଁ ନାହିଁ

    ଏଣୁ ଆପଣଙ୍କୁ ବିନୀତ ଅନୁରୋଧ କରେ କି ଯେ, ଆପଣ ମୋର ଆବେଦନକୁ ପୁନର୍ବାର ଯାଞ୍ଚ କରି ରାଜସ୍ବ ନିରୀକ୍ଷକଙ୍କ ଦ୍ୱାରା କ୍ଷେତ୍ର ପରିଦର୍ଶନ କରାଯାଇ ମତେ ସୁଭଦ୍ରା ଯୋଜନାରେ ସାମିଲ କରାଗଲେ, ଏହି ଗରିବ ମହିଳା ଆପଣଙ୍କ ଠାରେ ସର୍ବଦା ଋଣୀ ହୋଇରହିବ

ଇତି
ସ୍ଥାନ - ସିଲାଟିମୁଣ୍ଡା
ତା. 20.10.2025
|
|
|
ଆପଣଙ୍କ ବିଶ୍ଵସ୍ତ
କୁମାରୀ ସୁନୀତି ପୋଢ଼
Mob- 7########9

ଠିକଣା

ପ୍ରାପ୍ତେସୁ ପ୍ରେରକ
ମହିଳା ଓ ଶିଶୁ ବିକାଶ ବିଭାଗ
ଓଡିଶା ସରକାର, ଭୁବନେଶ୍ୱର
କୁମାରୀ ସୁନୀତି ପୋଢ଼
ଗ୍ରାମ - ସିଲାଟିମୁଣ୍ଡା
ଗ୍ରା.ପ.- ସରଗଜ
ବ୍ଲକ - ତରଭା
ଜିଲ୍ଲା - ସୁବର୍ଣ୍ଣପୁର

Related Post- Odia Application to Sarpanch

Comments