Recent Post
- Get link
- X
- Other Apps
Odia Application to the Chief Minister for financial Help of my daughter’s treatment.
Odia Application
To the Chief Minister for financial Help of my daughter’s treatment.
ଝିଅର ଚିକିତ୍ସା ପାଇଁ ଅର୍ଥିକ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆବେଦନ ପତ୍ର ।
ମାନନୀୟ,
ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ସରକାର
ବିଷୟ- (ଝିଅର ଦୂରାରୋଗ୍ୟ ବ୍ୟାଧିର ଚିକିତ୍ସା ପାଇଁ ଆବଶ୍ୟକୀୟ ଅର୍ଥ ସହାୟତା କରିବା ପାଇଁ ଆବେଦନ । )
ମହାଶୟ,
ସମ୍ମାନ ଗ୍ରହଣ କରିବେ । ମହାମହିମ ମାନ୍ୟବର ମନ୍ତ୍ରୀ ମହୋଦୟ ଅନୁରୋଧ ପୂର୍ବକ ଜଣାଉଅଛି ଯେ, ମୁଁ ଶ୍ରୀମତୀ ଆରତୀ ସାହୁ, ସ୍ବାମୀ- ଅରୁଣ ସାହୁ(ଅନ୍ଧ), ଗ୍ରାମ- ଭରତପୁର, ସମ୍ବଲପୁର । ମୋର ସ୍ଵାମୀ ଜଣେ ଭିନ୍ନକ୍ଷମ । ମୁଁ ଉଚ୍ଚପଦସ୍ତ ଅଧିକାରୀମାନଙ୍କ ଘରେ ବାସନକୁସନ ମାଜି ପେଟ ପୋଷେ l ମୋର ଦୁଇବି କନ୍ୟା ସନ୍ତାନ । ଏମାନଙ୍କ ବ୍ୟତୀତ ବୁଢୀ ଶାଶୁ ଶ୍ଵଶୁରଙ୍କ ଦାୟିତ୍ଵ ମଧ୍ୟ ମୋ ଉପରେ ନ୍ୟସ୍ତ। ଦୁଇ ମାସ ତଳେ ମୋ ବଡଝିଅର ମୁଣ୍ଡରେ ପ୍ରବଳ ଜୋରରେ ଯନ୍ତ୍ରଣା ହେଲା । ଦେହରୁ ଜ୍ଵର ଛାଡିଲା ନାହିଁ । ବାନ୍ତି ଲାଗିରହିଲା । ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ନେଇ ପରୀକ୍ଷା କରାଇଲି । ପରୀକ୍ଷାରୁ ଜଣାପଡିଲା ଯେ ତାର ମୁଣ୍ଡରେ ଟ୍ୟୁମର ହୋଇଛି । ଅପରେସନ୍ କରାଇବା ନିହାତି ଆବଶ୍ୟକ । ଏଥିପାଇଁ ପ୍ରାୟତଃ ଦୁଇଲକ୍ଷ ଟଙ୍କା ଖର୍ଚ୍ଚ ହେବ । ମୋ ପରି ଏକ ଅଭାବୀ ମଣିଷ ପାଖରେ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ନୁହେଁ ।
ଏଥିପାଇଁ ମୁଁ ବିନୀତ ଅନୁରୋଧ କରେକି ଆପଣଙ୍କ ଆର୍ଥିକ ସହାୟତା ପାଣ୍ଠିରୁ ମୋତେ ଏକଲକ୍ଷ ଟଙ୍କା ସାହାଯ୍ୟ ପ୍ରଦାନ କଲେ ମୋ ଝିଅର ଜୀବନରକ୍ଷା ହୋଇପାରିବ ।
ଜଗତପୁର
ତା ୧୫.୦୫.୨୦୧୮
ଆପଣଙ୍କର ବିଶ୍ୱସ୍ତ
ଶ୍ରୀମତୀ ଆରତୀ ସାହୁ
Popular Post
Odia application to the Sarpanch for village road repairing.
- Get link
- X
- Other Apps
WRITE AN APPLICATION TO THE B.D.O. OF YOUR BLOCK REQUESTING HIM TO SINK A FEW TUBEWELL IN YOUR VILLAGE FOR SUPPLY OF DRINKING WATER.
- Get link
- X
- Other Apps
application to B.D.O. requesting to sink a few tubewell for supply of drinking water.
- Get link
- X
- Other Apps
WRITE AN APPLICATION TO THE HEADMASTER TO GRANT OF LEAVE FOR REMAINING PERIOD OF A DAY.
- Get link
- X
- Other Apps

Comments
Post a Comment
Thanks for commenting