Skip to main content

Recent Post

EDUCATIONAL TECHNOLOGY

  EDUCATIONAL TECHNOLOGY 1 UNIT From the ancient abacus to handheld calculators, from slide projectors and classroom film strips to virtual reality and next-generation e-learning, educational technology continues to evolve in exciting new ways inspiring teachers and students alike. Technology is continually changing the way we work and play, create and communicate. So it's only natural that advancements in digital technology are also creating game-changing opportunities in the world of education. For teachers, technology is opening up new possibilities to enrich and stimulate young minds. Today, there is growing excitement around the potential for assistive technology, virtual and augmented reality, high-tech collaboration tools, gamification, podcasting, blogging, 3D printing, artificial intelligence, personalized learning and much more. Educational technology is a systematic and organized process of applying modern technology to improve the quality of education (efficie...

Odia application to the Sarpanch for village road repairing.


Odia application to the Sarpanch for village road repairing.
Odia application to the Sarpanch for village road repairing poster


ଗ୍ରାମ ରାସ୍ତା ମରାମତି ପାଇଁ ସରପଂଚଙ୍କ ନିକଟକୁ ଦରଖାସ୍ତ


ମହାଶୟ,

                ଶ୍ରୀଯୁକ୍ତ ସରପଂଚ, ସରଗଜ ଗ୍ରାମପଂଚାୟତ, ତରଭା, ସୁବର୍ଣ୍ଣପୁର ।

                            ବିଷୟ- ଗ୍ରାମ ରାସ୍ତା ମରାମତି ପାଇଁ ଆବେଦନ ।

     

ଆମ୍ଭେ ସିଲାଟିମୁଣ୍ଡା ଗ୍ରାମ ନିବାସୀ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯାଇ ନିବେଦନ କରୁଅଛୁ ଯେ ଆମ ଗ୍ରାମର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି ଆମ ଗ୍ରାମର ଦୁଇହଜାର ଜନସାଧାରଣ ଏହି ଗୋଟିଏ ମୁଖ୍ୟରାସ୍ତା ଉପରେ ନିର୍ଭର କରିଥାଆନ୍ତି ଏହି ରାସ୍ତାଟି ଏକ କଚ୍ଚାରାସ୍ତା ଅଟେ ବର୍ଷାଦିନେ ଆମ ଗ୍ରାମ ସତେଯେମିତି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡେ ରାସ୍ତାରେ ବଡ ବଡ ଖାଲ ଦେଖିବାକୁ ମିଳେ ଖାଲଗୁଡିକ ମଧ୍ୟ ବର୍ଷାଜଳରେ ଭରି ରାସ୍ତା ସହିତ ସମାନ ହୋଇଯାଏ। ତେଣୁ ରାତିରେ ଯିବାଆସିବା ସମୟରେ ଲୋକେ ବହୁ ସୁବିଧାର ସମ୍ମୁଖୀନ ହୋଇଥାଆନ୍ତି ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପ୍ରତ୍ୟେକ ଗ୍ରାମକୁ ପକ୍କା ରାସ୍ତାରେ ସଂଯୋଗ କରାଯାଉଛି; ମାତ୍ର ଆମ ଗ୍ରାମ ରାସ୍ତା ପ୍ରତି କର୍ତ୍ତୃପକ୍ଷଙ୍କର ଦୃଷ୍ଟି ଏଯାବତ୍ ପଡିନାହିଁ ଏହା ଅତ୍ୟନ୍ତ ଦୁଃଖ ପରିତାପର ବିଷୟ

    ଏଣୁ ଆମ୍ଭେ ବିନୀତ ପ୍ରାର୍ଥନା କରୁଅଛୁ ଯେ ଆମ ଗ୍ରାମ ରାସ୍ତାକୁ ମରାମତି ନିର୍ମିତ ଆବଶ୍ୟକ ଅର୍ଥ ମଞ୍ଜୁର କଲେ ଆମ୍ଭେ ଆପଣଙ୍କ ନିକଟରେ ଚିର କୃତଜ୍ଞ ହୋଇ ରହିବୁ

ସିଲାଟିମୁଣ୍ଡା

ତା ୦୯.୧୦.୧୮                                                                                                                                                                      ଆପଣଙ୍କ ବିଶ୍ବସ୍ତ

ଶୋଭାବନ ପୋଢ

ସନ୍ତୋଷ ସେଠୀ

ହିମାଂସୁ ମିଶ୍ର


 
Related Posts:-


 
 

Comments

  1. ଗ୍ରାମରେ ଥିବା ଗଳି ରାସ୍ତା ପକା କରିବା ପାଇଁ ଆବେଦନ

    ReplyDelete

Post a Comment

Thanks for commenting