Skip to main content

Posts

Recent Post

Gramya Pathashala, ଗ୍ରାମ୍ୟ-ପାଠଶାଳା

ଗ୍ରାମ୍ୟ - ପାଠଶାଳା ଉପକ୍ରମ :— ସଭ୍ୟତାର ଆଦିପର୍ବରେ ଦୂରଦର୍ଶୀ ପ୍ରବୀଣ ପଣ୍ଡିତଗଣ ସମାଜ ମଙ୍ଗଳ ନିମିତ୍ତ ଯେତେଗୁଡ଼ିଏ ଅନୁଷ୍ଠାନର ପରିକଳ୍ପନା କରିଥିଲେ , ସେଥୁମଧ୍ୟରୁ ବିଦ୍ୟାନୁଷ୍ଠାନ ସର୍ବପ୍ରଧାନ। ଏହି ବିଦ୍ୟାନୁଷ୍ଠାନଗୁଡ଼ିକ ମଧ୍ୟରେ ପାଠଶାଳା ବା ଚାଟଶାଳୀ ସର୍ବକନିଷ୍ଠ ସୋପାନ ଅଟେ। ଗ୍ରାମବହୁଳ ଭାରତବର୍ଷରେ ବହୁ ଗ୍ରାମ୍ୟପାଠଶାଳା ଦୃଷ୍ଟିଗୋଚର ହୁଏ। ଯୁଗଭେଦରେ ଏହି ପାଠଶାଳାଗୁଡ଼ିକ କେତେବେଳେ ସୁଗଠିତ ଓ ସୁପରିଚାଳିତ ଏବଂ କେତେବେଳେ ଅବହେଳିତ ଓ କୁପରିଚାଳିତ ହୁଏ। ପ୍ରାଚୀନ ଭାରତରେ ନୃପତି ଓ ଧନପତିମାନଙ୍କ ସାହାଯ୍ୟରେ ଗ୍ରାମ୍ୟ ପାଠଶାଳାଗୁଡ଼ିକର ମାନ ବହୁ ଉଚ୍ଚରେ ଥିଲା। ଏହି ପାଠଶାଳାଗୁଡ଼ିକ ସାଧାରଣତଃ ଦେବପୀଠ , ମନ୍ଦିର ଓ ସଦାବ୍ରତ ମଠ ଆଦି ସହିତ ସଂଲଗ୍ନ ରହିଥିଲା। ମଧ୍ୟଯୁଗରେ ପାଠଶାଳାଗୁଡ଼ିକ ବିଶିଷ୍ଟ ଭୂମାଧ୍ୟାକାରୀମାନଙ୍କ ମେଲାଘର , ଚୌପାଢ଼ୀ , ଚାଳି ଏବଂ ଅପେକ୍ଷାକୃତ ଅଳ୍ପ ଧନଶାଳୀ ଗ୍ରାମଗୁଡ଼ିକରେ ବଉଳଗଛ ଓ ଅମ୍ବଗଛର ପାଦଦେଶରେ ସ୍ଥାନ ଗ୍ରହଣ କଲା। ଇଂରେଜ ସରକାରଙ୍କ ଶାସନକାଳରେ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ଶିକ୍ଷାପଦ୍ଧତିରେ ପ୍ରାଥମିକ ଶିକ୍ଷା ସଂଗଠିତ ହେଲା। ଜିଲ୍ଲା ହେଡ଼କ୍ୱାର୍ଟରଗୁଡ଼ିକରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (Model Primary School) ସବୁ ଚୂନଧଉଳ...

Write an application to the Chairman of your N.A.C / Municipality equesting him for repair of a road.

A GREAT NATIONAL LEADER

Write an application to the officer-in-charge of your local police station lodging a complaint about a burglary that occured in your house last night.

Write a letter to a friend of yours who has met with an accident.

Write a letter to a friend of yours inviting him to come and stay with you after the exam, and telling him how you would make his stay pleasant.